#khandagiriyatra

ଖଣ୍ଡଗିରିରେ ଏହି ସମୟରେ ଘିଅଭାତ-ମଟନ ଦେବେ ରାଣୀ…

ପୁଣି ଖଣ୍ଡଗିରିରେ ଅନ୍ନଛତ୍ର ଖୋଲିବେ ରାଣୀ ପଣ୍ଡା । ଆଜି ଖଣ୍ଡଗିରିରେ ୧୦ ହଜାର ଲୋକଙ୍କ ପାଇଁ ଘିଅଅନ୍ନ ମଟନର ବ୍ୟବସ୍ଥା କରିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା…