#latestupdates

ବିଜେପି ରାସ୍ତାରେ ସୃଷ୍ଟି ହେଲା ନୂଆ ଝଡ

ବିଜେପିକୁ ଲାଗିଛି ଶକ୍ତ ଝଟକା । ବିଜେପି ରାସ୍ତାରେ ସୃଷ୍ଟି ହୋଇଛି ନୂଆ ଝଡ । ହଁ ଆଜ୍ଞା, ସିନେମା ଜଗତରୁ ରାଜନୀତିରେ ଏଣ୍ଟ୍ରି କରୁକରୁ ଆକ୍ସନ…

ଭିଡିଓ ପାଇଁ ସାଧାରଣ ଜନତାଙ୍କୁ ଠେଲିଦେଲେ, କହିଲେ ସିଆଡେ ଯାଆ..

ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଡବଲ ଚେହେରା । କ୍ୟାମେରା ଆଗରେ ଗୋଟିଏ ଏବଂ କ୍ୟାମେରା ପଛରେ ଆଉ ଗୋଟିଏ ଚେହେରା ଦେଖାଉଛନ୍ତି ମୋହନ ।…

ବିଜେଡିର ନୂଆ ରଣନୀତି ! ସୁଯୋଗ ଖୋଜୁଥିଲେ ନବୀନ, ଦେଇଦେଲେ ମୋହନ …

ଆଉ କେବେ ମଇଦାନକୁ ଓହ୍ଲାଇବେ ନବୀନ । ନା ବଦଳିଗଲା ନବୀନଙ୍କ ରଣନୀତି । ନଭେମ୍ବରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତୃଣମୂଳ…

ଆକ୍ସନ ମୋଡରେ ବିଜୟ ଥାଲାପଥି

ଆକ୍ସନ ମୋଡରେ ଅଭିନେତା ତଥା ନେତା ବିଜୟ ଥାଲାପଥି । ରାଜନୀତିରେ ଏଣ୍ଟ୍ରି ମାରୁ ମାରୁ ମୋଦି ସରକାରଙ୍କ ଯୋଜନାକୁ ବିରୋଧ କରିଛନ୍ତି ବିଜୟ । ନୂଆ…

ସୁଭଦ୍ରା ଟଙ୍କାକୁ ନେଇ କଥା କଟାକଟି ମୋହନ-ପ୍ରଭାତି !

ଦିନକୁ ଦିନ ବଢୁଛି ସୁଭଦ୍ରା କନଫ୍ୟୁଜନ । କେବେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏ ଦ୍ୱନ୍ଦ୍ୱ ଏବେ ବି ସୁଭଦ୍ରା ହିତାଧୀକାରୀଙ୍କ ମନରେ…

ମାଳ ମାଳ ଯୋଜନାକୁ ଧରି ବସିଛନ୍ତି ମୋହନ, କିନ୍ତୁ ବଜେଟ୍ ଶୂନ !

ଯୋଜନା ଯୋଜନା ଯୋଜନା । ନୂଆ ସରକାରରେ ଏହି ଶବ୍ଦଟି ସବୁଆଡେ ଚହଳ ପକାଇଛି । ଯେବେଠାରୁ ବିଜେପି ସରକାରକୁ ଆସିଛି ସେବେଠାରୁ ବିଜେପି ନେତାମାନେ କେବଳ…

୨ ଦିନିଆ ଦିଲ୍ଲୀ ଗସ୍ତରେ ମୋହନ

ଦେଶ ବିଦେଶ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେତେବେଳେ ହରିୟାଣା , ତ କେତେବେଳେ ଝାଡଖଣ୍ଡ ଆଉ କେତେବେଳେ ମୁମ୍ବାଇ ଯିବାର କାଯ୍ୟକ୍ରମ ରହିଛିା ଆଉ…

କଂଗ୍ରେସର ମୁଖିଆ ଖୋଜା ଆରମ୍ଭ

କିଏ ହେବେ ପିସିସି ସଭାପତି ? କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ ? ଏ ଚର୍ଚ୍ଚା କିଛି ମାସ ହେବ ଲାଗି ରହିଥିବା ବେଳେ ଏବେ…

ପ୍ରଦୂଷଣ ଯନ୍ତ୍ରଣାରେ ଝଟପଟ ରାଜଧାନୀବାସୀ

ପାଞ୍ଚ ଶହ ଟପିଗଲା ଦିଲ୍ଲୀରେ ଏକ୍ୟୁଆଇ ମାତ୍ରା । ବିଷ କବଳରେ ଦିଲ୍ଲୀବାସୀ । ବାୟୁ ପ୍ରଦୂଷଣରେ ଅଣନିଶ୍ୱାସୀ ଲୋକେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ…

ଥମୁନି ସୁଭଦ୍ରା କନଫ୍ୟୁଜନ

ଦିନକୁ ଦିନ ବଢୁଛି ସୁଭଦ୍ରା କନଫ୍ୟୁଜନ । କେବେ ମିଳିବ ତୃତୀୟ ପର‌୍ୟ୍ୟାୟ ସୁଭଦ୍ରା ଟଙ୍କା । ଦୀପାବଳିରେ ସୁଭଦ୍ରା ଭେଟି ମିଳିବା ନେଇ ପୂର୍ବରୁ ସୂଚନା…