#maharajadibyasinghadev

ନଇଁଲା ଇସ୍କନ, ହେବନି ଅଦିନିଆ ରଥଯାତ୍ରା

ମୁଣ୍ଡ ନୁଆଁଇଲା ଇସ୍କନ । ବନ୍ଦ ହେଲା ଅଦିନିଆ ରଥ ଯାତ୍ରା । ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ବୟାନ ପରେ ଇସ୍କନ ନିଜ ନିଷ୍ପତ୍ତିରୁ ଓହରିଯାଇଛି ।…