#Meeting

ନବୀନଙ୍କ ବଡ ବୈଠକ

ଶଙ୍ଖଭବନରେ ବସିବ ବଡ ବୈଠକଏକାଠି ହେବେ ବିଜେଡିର ସମସ୍ତ ନେତାନବୀନ କଲେ ରଣନୀତି ଫସିଯିବେ କି ମୋହନ ? ବଡ ବୈଠକର ଡକରା ଦେଲେ ନବୀନ ଏକାଠି…

ଫେରିଲେ ନବୀନ ଦିଲ୍ଲୀରେ ହୋଇଗଲା ବଡ ଡିଲ୍

ଦିଲ୍ଲୀରୁ ଫେରିଲେ ନବୀନ-ମୋହନକାହିଁକି ଦିଲ୍ଲୀ ଯାଇଥିଲେ ଦୁଇ ମୁଖିଆ ସାମ୍ନାକୁ ଆସିଲା ସତଫାଇନାଲ ହେଲା ବଡ ଡିଲ୍ ଓଡିଶାରେ ହେବ ବଡ ପରିବର୍ତ୍ତନଏବେ ନବୀନଙ୍କ ଫୋକସରେ ସାଙ୍ଗଠନିକ…

କାହା ସାହସରେ ମାତିଛନ୍ତି ….

ସୁବର୍ଣ୍ଣପୁର ଜିଲ୍ଲା ନଗର ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ବିଶ୍ଵାଲଙ୍କ ନେତୃତ୍ୱରେ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ପୌର ଅଧିକାରୀଙ୍କୁ ଭେଟି ପୌରପରିଷଦ ଅଞ୍ଚଳରେ ଥିବା ସରକାରୀ ଜମିକୁ…

ମନ୍ତ୍ରୀଙ୍କ ବାସଭବନରେ ଭିଡ଼ ,କିଏ ଆଣିଛି ତ କିିଏ ଧାନ ?

ସଖାଳୁ ସଖାଳୁ ମନ୍ତ୍ରୀଙ୍କ ବାସଭବନରେ ଲାଗିଛି ଲୋକଙ୍କ ଭିଡ଼ .ସଖାଳୁ ସଖାଳୁ ଆସି ଚାଷୀମାନେ ଅପେକ୍ଷା କରିଛନ୍ତି . କିଏ ନିଜ ସହିତ ପାନ ଆଣିଛି ତ…

ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ପୋଲିସ ପକ୍ଷରୁ ବ୍ଲକ ନିକଟରେ ଥିବା କଲ୍ୟାଣ ମଣ୍ଡପରେ ଶନିବାର ଦିନ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ମୋହନଙ୍କୁ ଘେରିବାକୁ ବିଜେଡ଼ିର ବୈଠକ

ମୋହନଙ୍କୁ ଘେରିବାକୁ ବିଜେଡ଼ିର ବୈଠକ . ନବୀନ ଦେଲେ ଡାକରା .ଶଙ୍ଖଭବନରେ ପହଂଚିଲେ ୫୦ ବିଧାୟକ . ନବୀନ ଦେଲେ ଗୁରୁମନ୍ତ୍ରୀ କିପରି ବିଧାନସଭାରେ ଶାସକ ଦଳକୁ…

ନବୀନ ଡାକିଲେ ବୈଠକ…

ପଣା ସଂକ୍ରାନ୍ତି ପୂର୍ବରୁ ସରିବ ବିଜେଡିର ସାଙ୍ଗଠନିକ ନିର୍ବାଚନ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିଜେଡି ନେତା ପ୍ରଦୀପ ଅମାତ୍ । ଆଜି ଦଳର ସମନ୍ୱୟ…

ଯନ୍ତ୍ରୀ ମାନଙ୍କୁ ତାଗିଦ୍‌‍ କଲେ ବିଧାୟକ

ବିଧାୟକ ଉନ୍ନୟନ ପାଣ୍ଠିର କାର୍ଯ୍ୟ ସମୀକ୍ଷା କରିଛନ୍ତି ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର। ନିଜ କାର୍ଯ୍ୟାଳୟରେ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ଯନ୍ତ୍ରୀ ଓ ଅଧିକାରୀଙ୍କୁ ନେଇ…

ବିଜେପିରେ ମନ୍ତ୍ରୀ-ବିଧାୟକଙ୍କ ଯୁକ୍ତି ରାଗିଗଲେ ମୋହନ !

ଗତ 26 ତାରିଖରୁ ଆରମ୍ଭ ହୋଇଯାଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ବିଧାନସଭା ଅଧିବେଶନ ପୂର୍ବରୁ ତିନି ଦଳର ଦଳୀୟ ନେତୃତ୍ୱ ଓ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲା…

ଛାତ୍ରଛାତ୍ରୀଙ୍କୁ ମିଳିବ ପୁଷ୍ଟିକର ଖାଦ୍ୟ

ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ମିଳୁଥିବା ଅନେକ ଖବର ସାମ୍ନାକୁ ଆସୁଛି । କେଉଁଠି ଖାଲି ଭାତ ମିଳୁଛି ତ ଆଉ କେଉଁଠି ଛାତ୍ରଛାତ୍ରୀ ଘରୁ…