#mine

କାହା ଛତ୍ରଛାୟା ତଳେ ମାଫିଆ ଚଳାଇଛନ୍ତି ରାଜ୍ ?

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ନିଶ୍ଚିନ୍ତା ପାହାଡ଼ ନିଶ୍ଚିହ୍ନ ହେବାକୁ ବସିଲାଣି l ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ପାରୁନି…