#news

ଅଡୁଆରେ ସାରାଦା ନାୟକ…

ରାଜ୍ୟରେ ବିଜେଡିର ଗଡ ଭୁଶୁଡିବା ପରେ ଦୋହଲିଯାଇଛି ଓଡିଶାର ମେରୁଦଣ୍ଡ । ବିଜେଡିର ଗଡ ଥିବା କେତେକ ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ସତ୍ତା ହରେଇଛି ।…

ପାକିସ୍ତାନକୁ କନ୍ଦାଇଲା ଭାରତ…

ପୁଣିଥରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ । ହଁ ଦର୍ଶକବନ୍ଧୁ ଟି-20 ବିଶ୍ୱକପରେ ରୋମାଞ୍ଚକର ବିଜୟ ହାସ କରିଛି ଟିମ ଇଣ୍ଡିଆ । ନ୍ୟୁୟର୍କଠାରେ ଭାରତ ଓ…

ବିଜେପି ଛାଡି ପସ୍ତଉଛନ୍ତି କି ଲେଖାଶ୍ରୀ ?

2024 ନିର୍ବାଚନ ବଦଳେଇ ଦେଲା କେତେ ନେତାଙ୍କ ଭାଗ୍ୟ । ଓଡିଶାରେ ଆଣିଲା ପରିବର୍ତ୍ତନର ଏକ ନୂଆ ଦିଗ । ହଁ ଦର୍ଶକବନ୍ଧୁ ଏଣିକି ଆଉ ନବୀନ…

ଅମରଙ୍କ ଅଭିଶାପରେ ମାଟି କାମୁଡି ପଡିଲେ ବର୍ଷା !

24 ନିର୍ବାଚନର ମଇଦାନରେ ଥିଲେ ଅନେକ ନେତା,ଅଭିନେତା ଓ ଅଭିନେତ୍ରୀ । କାହାର ଭାଗ୍ୟ ଚମକିଛି ତ ଆଉ କିଏ ମାଟି କାମୁଡି ତଳେ ପଡିଛି ।…

ଆଜି 7ଟା 15ରେ ଶପଥ ନେବେ ମୋଦି…

ଦେଶରେ ପୁଣିଥରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ରରେ ପୁଣିଥରେ ଭାଜପା ସରକାର ଗଢିଛି ।…

ଘରେ ପହଞ୍ଚିଲେ ଡାକ୍ତର ଅମ୍ଲାନ…

ଘରେ ପହଞ୍ଚିଲେ ଅମ୍ଲାନ ଭୋଇ । ଯୁବ ଡାକ୍ତର ଅମ୍ଳାନ ଭୋଇ  ମାଲକାନଗିରି ଜିଲ୍ଲା  କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବରେ କାର୍ଯ୍ୟକରୁଥିଲେ l ସୂଚନା…

ନବୀନ ନିବାସରେ ପହଞ୍ଚିଲେ ନବୀନଙ୍କ ଉତ୍ତରାଧିକାରୀ !

24 ବର୍ଷର ସରକାରରେ ପୂର୍ଣ୍ଣଚ୍ଛେଦ ପଡିଛି । ବିଜୁ ଜନତା ଦଳର ପୁଣିଥରେ ସରକାର ଗଢିବାର ସ୍ୱପ୍ନ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଓଡିଶାବାସୀ ପରିବର୍ତ୍ତନର ଏକ…

ସୂର୍ଯ୍ୟବଂଶୀଙ୍କ ଉପରେ ପଡିଲାନି ରାଜୁଙ୍କ ଯାଦୁ

ବହୁଚର୍ଚ୍ଚିତ ଧାମନଗର ନିର୍ବାଚନ ମଣ୍ଡଳୀରେ ପୁଣି ଉଇଁଲା ବିଜୟର ଏକ ନୂଆ ସୂର୍ଯ୍ୟ । ହଁ ଦର୍ଶକବନ୍ଧୁ ବିଜେଡି ହାତରୁ ଛଡାଇ ବାଜମାରିନେଲେ ଯୁବ ଚେହେରା ସୂର୍ଯ୍ୟବଂଶୀ…

ରାହୁଲ ଗାନ୍ଧୀଙ୍କୁ ଜାମିନ…

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ହଁ ଦର୍ଶକବନ୍ଧୁ ବିଜେପି ବିରୋଧରେ ଅପମାନଜନକ ବିଜ୍ଞାପନ ମାମନାରେ ତାଙ୍କ ନାଁରେ ଅଭିଯୋଗ ଦାୟର କରାଯାଇଥିଲା ।…

ମାଆ ପୁଅଙ୍କୁ ଧୋକା ଦେଇଦେଲା ବିଜେଡି…

ଯେଉଁ ନିର୍ବାଚନର ଫଳାଫଳକୁ ଅପେକ୍ଷା କରିଥିଲେ ଓଡିଶାବାସୀ ଶେଷରେ ତାହାର ଅନ୍ତ ହେଲା । ରାଜ୍ୟରେ ନିର୍ବାଚନ ସରିଲା ଏବଂ ପରିବର୍ତ୍ତନର ନୂଆ ଆଶା ସଞ୍ଚାର ହେଲା…