#newupdate

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଅପଡେଟ୍…

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଅପଡେଟ୍ । ରାଜ୍ୟ ବାହାରେ ଥିବା ମହିଳାଙ୍କୁ ଶୀଘ୍ର ସୁଭଦ୍ରା ପାଇଁ ଆବେଦନ କରିବାକୁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ ।…