odia news

ଗୋଟେ ବର୍ଷାରେ ଡ୍ୟାମ ଧୋଇଯିବ

ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବିଳାସପୁର ପଂଚାୟତରେ ଦିନ ମଜୁରିଆଙ୍କ ଭରସାରେ ଚାଲିଛି କ୍ଷୁଦ୍ର ଜଳସେଚନର ଚେକ୍ ଡ୍ୟାମ ନିର୍ମାଣ . ଦିନ ମଜୁରିଆଙ୍କ ଭରସାରେ ଚାଲିଛି…

କାନ ଧରିଲେଣି ମନ୍ତ୍ରୀ-ବିଧାୟକ କାହାକୁ ଛାଡିବେନି ମୋହନ !

ପୁରୁଣା ଅଭ୍ୟାସ ଛାଡ । କାମ ନକଲେ ଆଉ କ୍ଷମା କରାଯିବ ନାହିଁ । ଅବହେଳା କିମ୍ୱା ଦୁର୍ନିତିକୁ ଆଦୌ ବରଦାସ୍ତ କରାଯିବନି । ହଠାତ୍ ମୋହନଙ୍କ…

ଖରାଦିନେ ଖାଆନ୍ତୁ ଭେଣ୍ଡି….ମଧୁମେହରୁ ମିଳିବ ମୁକ୍ତି

ପରିବା ଖାଇବା ଦ୍ୱାରା ଶରୀରକୁ ଅନେକ ମାତ୍ରାରେ ପୋଷଣ ମିଳିଥାଏ । କେହି କେହି ପରିବା ଖାଇବା ପାଇଁ ପସନ୍ଦ ମଧ୍ୟ କରିନଥାନ୍ତି । ଆମେ ପିଲାବେଳେ…

ଫୋନ ଲଗାଇଲେ ମୋହନ !

ବିଜେପି ଶିବିରରେ ବଡ ହଲଚଲ୍କାହାକୁ ଯିବ ମୋହନଙ୍କ କଲ୍ ?ବଢୁଛି ସସପେନ୍ସ ଲାଇନରେ ଅନେକ ନେତାଆସିବେ ମୋଦି ଫାଇନାଲ ହେବ କି ନେମ୍ ?ରାତିଅଧିଆ ହୋଇଯିବ କି…

ଠୋ ଠୋ ପ୍ରଶ୍ନ କଲେ ନବୀନ !

ହଠାତ ନବୀନ ଡାକିଲେ ବୈଠକ, ଶଙ୍ଖଭବନ ଧାଇଁଲେ ନେତା । 25 ବର୍ଷ ପରେ ଶଙ୍ଖଭବନରେ ବସୁଛି ବଡ ବୈଠକ । କଣ ରହିବ ନବୀନଙ୍କ ଆଗାମୀ…

ମୋହନଙ୍କ ପାଇଁ ବୁଡିଯିବ ଓଡିଶା !

11 ମାସ ଧରି ଚୁପ ବସିଛନ୍ତି ମୋହନ ସରକାର ଏପଟେ ବୁଡିବାକୁ ବସିଲାଣି ଓଡିଶା । ରାଜନୈତିକ ସ୍ୱାର୍ଥ ପାଇଁ ମୁହଁ ଖୋଲୁନାହାନ୍ତି କି ଡବଲ ଇଞ୍ଜିନ…

ମୋହନଙ୍କ ଗାଁକୁ ଯିବେ ନବୀନ !

ସଜବାଜ ଆରମ୍ଭ କଲା ବିଜେଡିଗାଁରେ ହେବ ନବୀନ ବନାମ ମୋହନ ଲଢେଇରିପୋର୍ଟ କାର୍ଡ ଧରି ଗାଁ କୁ ଯିବେ ମୋହନବିଜେଡି କହିଲା ପରୀକ୍ଷାରେ ଫେଲ ମୋହନ ?…

ପାକିସ୍ତାନ ପାଇଁ ଗୁପ୍ତଚର କାମ କରି ବନ୍ଧା ହୋଇଛନ୍ତି ୟ୍ୟୁଟୁବର ଜ୍ୟୋତି ମାଲୋହୋତ୍ରା

ଧରାପଡିଲେ ଦେଶଦ୍ରୋହୀ ଭାରତରେ ରହି କରୁଥିଲେ ଏମିତି କାମଟଙ୍କା ପାଇଁ ପାକିସ୍ତାନ ପାଖରେ ନିଜକୁ କରିଥିଲେ ବିକ୍ରିଭାରତରେ ରହି ଭାରତକୁ ଦେଉଥିଲେ ଧୋକାଆଉ ସେପଟେ ଗୋଟି ଗୋଟି…

ପୁଣି ଜିତିଗଲେ ନବୀନ !

ମୋହନଙ୍କ ବିବାଦୀୟ ବୟାନ ଫସିଗଲା କି ବିଜେପି ? କାହିଁକି ମଞ୍ଚରେ ମୋହନ କହିଲେ ପୁରୁଣା ସିଷ୍ଟମରେ ସବୁ କିଛି ଚାଲିଛି ? ସତରେ କଣ ଏବେ…

ନବୀନଙ୍କ ହାତ ଧରିବେ ସମୀର !

ବିଜେପିକୁ ଜିତାଇ ଭୁଲ କରିଦେଲେ କି ସମୀର ଭାଇନା ? ଉଭୟ ବିଜେପି ଓ ନିମାପଡାରେ କମୁଛି କି ଭାଇନାଙ୍କ ପତିଆରା ? କ୍ଷମତା ମିଳିବା ପରେ…