#patitapabanbana

ଚିଲ ନେଇଗଲା ପତିତପାବନ ବାନା…

ଶ୍ରୀମନ୍ଦିରରେ ପୁଣି ଘଟିଲା ବିରଳ ଘଟଣା । ମହାପ୍ରଭୁଙ୍କ ପତିତପାବନ ବାନା ଧରି ଉଡିଗଲା ଚିଲ ପକ୍ଷୀ । ଆଜି ପୁରୀ ଶ୍ରୀମନ୍ଦିରରେ ଏଭଳି ବିରଳ ଦୃଶ୍ୟ…