#politicalnews

ନବୀନଙ୍କ ଗୁଡବୁକରେ ଏବେ ବି ଅଛନ୍ତି କି ମନ୍ତଥ ରାଉତରାୟ ?

ବିଜେଡି ନେତା ମନ୍ମଥ ରାଉତରାୟଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ବିଜେଡିର ନବକଳେବରରେ ମନ୍ମଥଙ୍କୁ କିଛି ଦାୟିତ୍ୱ ମିଳିବ ନା ନାହିଁ ସେନେଇ ଦ୍ୱନ୍ଦ୍ୱ ଉପୁଜିଛି…

ନବୀନ ଗଢୁଛନ୍ତି ନୂଆ ଟିମ ବିନ୍ଧିଲାଣି ମୋହନଙ୍କ ମୁଣ୍ଡ !

ସଶକ୍ତ ହେଉଛି ବିଜେଡି ଶାସକ ଦଳକୁ ଘେରିବାକୁ ଚାଲିଛି ଅଙ୍କକଶା । ନିର୍ବାଚନକୁ ସାତ ମାସ ବିତିଯାଇଛି ଏବଂ ବିଜେଡି ସୁପ୍ରିମୋଙ୍କ ସକ୍ରିୟତା ଦେଖି ଶାସକ ଶିବିରରେ…

ନବୀନଙ୍କ ନୂଆ ଟିମ୍‌ରେ କାହାକୁ ମିଳିବ ସ୍ଥାନ ?

ଆରମ୍ଭ ହୋଇଯାଇଛି ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା । ନୂଆ ନୂଆ ଟିମ୍ ଗଠନ ନେଇ ରେଡୀ ହେଲେଣି ନେତା । କିନ୍ତୁ ବିଜେଡି ସଭାପତି ନବୀନ…

ରାଜ୍ୟର ଶିକ୍ଷା ବ୍ୟବସ୍ଥା ନେଇ ନବୀନଙ୍କୁ ମୋହନଙ୍କ ଟାର୍ଗେଟ

ଶିକ୍ଷାକୁ ଅଧିକା ଗୁରୁତ୍ୱ ଦେଇ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ତିନିଦିନିଆ ଜାତୀୟ ଶିକ୍ଷାନୀତି କର୍ମଶାଳା । ରାଜ୍ୟରେ କେମିତି ଜାତୀୟ ଶିକ୍ଷାନୀତି ଲାଗୁ ହେବ ଏବଂ…

ଜାନୁଆରୀ ଶେଷରେ ପୁଣି କମ୍ପିବ ରାଜ୍ୟ ରାଜନୀତି !

ଜାନୁଆରୀ ଶେଷରେ ପୁଣି କମ୍ପିବ ରାଜ୍ୟ ରାଜନୀତି । ବିଜେପି ଶିବିରରେ ହେବ ବଡ ହଲଚଲ । କାହିଁକି ନା ପୁଣି ଓଡିଶା ଆସିବାକୁ ରେଡୀ ହେଲେଣି…

ବସ୍ ଦୁଇ ତାଲା ,ହେଲେ ଲୋକ ହାତ ଗଣତି

ନବୀନଙ୍କ ବସରେ ଲୋକେ ଯିବାକୁ ଠେଲାପେଲା . କିନ୍ତୁ ମୋହନଙ୍କ ବସ ଖାଲି . କାଁ ଭାଁ ହାତ ଗଣତି ଲୋକେ . ଦର୍ଶକ ବନ୍ଧୁ ରାତି…

ବିଜେପି ଛାଡି ବିଜେଡି ଆଡକୁ ଢଳୁଛନ୍ତି ନେତା ଓ କର୍ମୀ

ପୁଣି ନିଜ ଫର୍ମକୁ ଫେରିଲାଣି ବିଜୁ ଜନତା ଦଳ । ବିଜେପି ଛାଡି ବିଜେଡି ଆଡକୁ ଢଳୁଛନ୍ତି ନେତା ଓ କର୍ମୀ । ହଁ ଆଜ୍ଞା, ନିର୍ବାଚନ…

ଦିଲ୍ଲୀ ପାଇଁ ହାତ ଖୋଲିଦେଲେ ମୋଦି….ଓଡିଶାକୁ କିଛି ନାହିଁ ରାଗିଲେ ନବୀନ !

ଆସନ୍ତା ଫେବୃୟାରୀ ମାସରେ ଦିଲ୍ଲୀରେ ପଡିବ ଭୋଟ । ଆପ ସରକାରକୁ ହଟେଇ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଚାଲିଛି ଅଙ୍କକଶା । ପ୍ରଥମ ଥର…

ମୋଦିଙ୍କୁ ଭାଳେଣୀ…ସଭାପତି ଚଉକି ପାଇଁ ଭାଙ୍ଗିଯିବ ବିଜେପି !

ବଢୁଛି ଗୋଷ୍ଠୀ କନ୍ଦଳ ଛିଣ୍ଡୁନି ଅଙ୍କ କାହାକୁ ଦେବେ ସଭାପତି ଚଉକି ହରଡଘଣାରେ ମୋହନ ରେସରେ ଅନେକ ନେତା କହିଲେନି ମନମୋହନ ଛିଣ୍ଡୁନି ଅଙ୍କ, ବଢୁଛି ଟେନସନ…

ନବୀନଙ୍କ ମାଷ୍ଟରଷ୍ଟ୍ରୋକ…ଖାଲି ହୋଇଗଲା ବିଜେପି ପାର୍ଟି ଅଫିସ !

ଖାଲି ହେଲା ବିଜେପି ପାର୍ଟି ଅଫିସ ଶଙ୍ଖ ଭବନ ଧାଇଁଲେ ଭାରତୀୟ ଜନତା ଜନତା ପାର୍ଟିର ଶତାଧିକ କର୍ମୀ । ଗଞ୍ଜାମ ଜିଲ୍ଲାରେ ବିଜେପିକୁ ବଡ଼ ଝଟକା…