#politicalupdates

ଉଗ୍ର ରୂପ ଧାରଣ କରୁଛି ବିଜେଡି !

ରାଜ୍ୟରେ ବିଜେଡିର 24 ବର୍ଷର ସାମ୍ରାଜ୍ୟକୁ ଧୂଳିଶାତ କରି ପ୍ରଥମ ଥର ପାଇଁ ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ସେପଟେ ପ୍ରଥମ ଥର ପାଇଁ…

ଆକ୍ସନ ମୋଡରେ ଦୀପାଳି, ଥରହର ହେଲେଣି ଟଙ୍କଧର !

ନିର୍ବାଚନ ଫଳାଫଳ ବାହାରିବାର ଗୋଟିଏ ମାସ ବିତିଗଲାଣି । କିନ୍ତୁ ନିର୍ବାଚନରେ ପରାଜୟ ବରଣ କରିଥିବା ବିଜେଡି ନେତ୍ରୀ ଦିପାଳୀ ଦାସ ନିଜ ପରାଜୟକୁ ଅସ୍ୱୀକାର କରୁଛନ୍ତି…

ଭୁବନେଶ୍ୱରରେ ଖୋଜା ପଡିଛନ୍ତି ମ୍ୟାଡାମ ଅପରାଜିତା !

ନିର୍ବାଚନ ଫଳାଫଳ ବାହାରିବାର ଗୋଟିଏ ମାସ ବିତିଗଲାଣି । କିନ୍ତୁ ନିର୍ବାଚନରେ ପରାଜୟ ବରଣ କରିଥିବା ବିଜେଡି ନେତ୍ରୀ ଦିପାଳୀ ଦାସ ନିଜ ପରାଜୟକୁ ଅସ୍ୱୀକାର କରୁଛନ୍ତି…

ପରଲୋକରେ ବରିଷ୍ଠ ରାଜନେତା

ପରଲୋକରେ ବରିଷ୍ଠ ନେତା ସୁରେନ୍ଦ୍ର ନାୟକ । କାକଟପୁର ତଥା ଓଡିଶାର ଲୋକପ୍ରିୟ ନେତା ଥିଲେ ସୁରେନ୍ଦ୍ର ।  ଭୁବନେଶ୍ୱର ସ୍ଥିତ ବାସଭନରେ କାକଟପୁରର ପୂର୍ବତନ ବିଧାୟକ…

କେବେ ବିଜେପିକୁ ଘେରିବେ ସିଦ୍ଧାର୍ଥ ?

2024 ସାଧାରଣ ନିର୍ବାଚନ କେତେ ରାଜନେତାଙ୍କ ସ୍ୱପ୍ନ ଭାଙ୍ଗିବା ସହିତ ଅନେକ ରାଜନେତାଙ୍କ ଘର ମଧ୍ୟ ଏହି ନିର୍ବାଚନକୁ ନେଇ ଦୁଇଫାଳ ହୋଇଯାଇଛି । ଯଦି ଆମେ…

ଧର୍ମେନ୍ଦ୍ରଙ୍କ ଘରେ ପଶିଲେ କଂଗ୍ରେସ କର୍ମୀ !

ଦିନକୁ ଦିନ ଉଗ୍ର ରୂପ ନେଉଛି ନିଟ୍ ପେପର ଲିକ୍ ଘଟଣା । କେଉଁଠି ଏହା ବିରୋଧରେ ପ୍ରତିବାଦ କରାଯାଉଛି ତ ଆଉ କେଉଁଠି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

ଆରମ୍ଭ ହେଲା ଜୁଲାଇ…କେବେ ମିଳିବ ମାଗଣା ବିଜୁଳି ?

ରାଜ୍ୟରେ ବଦଳିବ କି ବିଜୁଳି ବିଲ୍ ? ଜୁଲାଇ ମାସରୁ ଆଉ ରାଜ୍ୟବାସୀଙ୍କୁ ଦେବାକୁ ପଡିବନି କି ବିଜୁଳି ବିଲ୍ ? ଏଭଳି କିଛି ପ୍ରଶ୍ନ ଏବେ…

ବବି ଓ ପାଣ୍ଡିଆନଙ୍କ ପାଇଁ ନବୀନଙ୍କ ନୂଆ ପ୍ଲାନ !

24 ବର୍ଷର ସରକାର ଏବେ ବିରୋଧି ଆସନରେ । ହଁ ଦର୍ଶକବନ୍ଧୁ ରାଜ୍ୟରେ ବିଜେଡିକୁ କ୍ଷମତାରୁ ହଟାଇ ଭାରତୀୟ ଜନତା ପାର୍ଟି ସରକାର ଗଢିବା ପରେ ବିଜେଡିରେ…

ବଦଳିବେ ମୁଖ୍ୟ ଶାସନ ସଚିବେ !

ଦର୍ଶକବନ୍ଧୁ ରାଜ୍ୟରେ ବହୁଛି ପରିବର୍ତ୍ତନର ହାୱା । ପ୍ରଥମେ ସରକାର ପରିବର୍ତ୍ତନ ହେଲା ଏବେ ବଦଳିବେ ମୁଖ୍ୟ ଶାସନ ସଚିବ । ହଁ ଦର୍ଶକବନ୍ଧୁ 1990 ବ୍ୟାଚର…

ଘର ବାହୁଡିବେ ସୁର ରାଉତରାୟ !

ଖୁବଶୀଘ୍ର ଘର ବାହୁଡିବେ ଭେଟେରାନ ନେତା ସୁରେଶ ରାଉତରାୟ । ପୁଣି ଥରେ ନିଜ ପୁରୁଣା ଦଳ କଂଗ୍ରେସକୁ ଫେରିବେ ସୁର ରାଉତରାୟ । ହଁ ଆଜ୍ଞା,…