#puri

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଥିଲେ ଏହି ସୁନ୍ଦରୀ

2024 ସେପ୍ଟେମ୍ୱର 27ରେ ପୁରୀ ଆସିଥିଲେ ଜ୍ୟୋତିକଣ ଉଦ୍ଦେଶ୍ୟ ରଖି ଜଗନ୍ନାଥ ଧାମକୁ ଆସିଥିଲେ ଜ୍ୟୋତିଶ୍ରୀଜଗନ୍ନାଥଙ୍କୁ ଦର୍ଶନ ନା ପାକିସ୍ତାନ ପାଇଁ ଗୁପ୍ତଚର କାମପୁରୀ ଆସିବା ପଛରେ…

ଦାରୁ ପରେ ରତ୍ନଭଣ୍ଡାର ଚିନ୍ତା !

ପୁଣି ତେଜିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ସୁରକ୍ଷା କଥା । ଶ୍ରୀମନ୍ଦିରରେ ଥିବା ଦାରୁ ପଶ୍ଚିମବଙ୍ଗରେ ପହଁଞ୍ଚିବା ଘଟଣା ପରେ ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ…

ଉଠୁଛି ପଡୁଛି ପୁରୀ କାନ୍ଦିଲେ ରୁଦ୍ରମହାରଥୀ

ଉଠୁଛି ପଡୁଛି ପୁରୀ ଡେଲାଙ୍ଗ . କଣ କରୁଛନ୍ତି ମୋହନ ସରକାର ? ରାଜ୍ୟରେ ଦିନକୁ ଦିନ ବଢ଼ିବାକୁ ଲାଗିଲାଣି ଅମାନବିୟ କାଣ୍ଡ . ପୁରୀ ଡେଲାଙ୍ଗ…

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ବିଜେପିର ଜଣେ ଦୃଢ ନେତୃତ୍ୱ ଭାବେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ୮3 ବର୍ଷ ବୟସରେ…

ଡଙ୍ଗା ନେଇ ପାଣିରେ ପଶିଲେ ବିଜେଡ଼ି ନେତା

ଗଲେନି ଡେରି କଲେ ମୋହନ , ନବୀନ କହିଲେ ଯାଅ ଦେଖ ! ଡଙ୍ଗା ନେଇ ପାଣିରେ ପଶିଲେ ବିଜେଡ଼ି ନେତା ,କର୍ମୀ | ଦୟା ନଦୀରେ…

ଶ୍ରୀମନ୍ଦିରରେ ହଟହଟା ପ୍ରବାସୀ ଏମିତି କଲେ ପୁରୀ ପଣ୍ଡା !

ଶେଷ ହେଲା ପ୍ରବାସୀ ଭାରତୀୟ ସମ୍ମିଳନୀ ଓଡିଶାକୁ ଛି ଛି କହି ଚାଲିଗଲେ ପ୍ରବାସୀ ଭାରତୀୟ । ହଁ ଆଜ୍ଞା ଏକଥା ଆମେ କହୁନୁ ଦୁବାଇରୁ ଆସିଥିବା…

ଆଜି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ

ଆଜି ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ । ୫ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି…

କେବେ ଆରମ୍ଭ ହେବ ରତ୍ନଭଣ୍ଡାର କାମ ?

ବିଜେପି ସରକାରକୁ ଆସିବା ପରେ ଗତ ଜୁଲାଇ ମାସରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଖୋଲାଯାଇଥିଲା ।ଏବଂ ସମସ୍ତ ଅଳଙ୍କାର ସିନ୍ଧୁକରେ ନେଇ ଶ୍ରୀମନ୍ଦିରରେ କରାଯାଇଥିବା ଅସ୍ଥାୟୀ…

ପୁଣି ଠେଲା ପେଲା ପରିସ୍ଥିତି

ପ୍ରବଳ ଭିଡ଼ ସେଥିରେ ପୁଣି ଠେଲା ପେଲା ପରିସ୍ଥିତି .ଆଉ ସେହି ଭିଡ ଭିତରେ ଚାପି ହୋଇଗଲେ ଉଭଣୀ . କାନ୍ଦ ଲାଗୁଛି ଉଭଣୀଙ୍କୁ ଏମିତି ଅବସ୍ଥାରେ…

ବଦଳିବ ମହାପ୍ରଭୁଙ୍କ ନୀଳଚକ୍ର ବାନା ବନ୍ଧା ସମୟ

ବଦଳିବ ମହାପ୍ରଭୁଙ୍କ ନୀଳଚକ୍ର ବାନା ବନ୍ଧା ସମୟ । ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଧା ହେବ ନୀଳଚକ୍ର ବାନା । ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ…