#twist

କଂଗ୍ରେସରୁ ଦୂରେଇ ଯାଉଛନ୍ତି ନୀତୀଶ !

ବିରୋଧୀଙ୍କ ଇଣ୍ଡିଆ ମେଣ୍ଟରେ ଦେଖାଦେଲାଣି ଫାଟ। ଜଣଙ୍କ ପରେ ଜଣେ ନେତା କଂଗ୍ରେସ ଠାରୁ ଫେରାଇଲେଣି ମୁହଁ। ଆପ୍ ଓ ଟିଏମ୍ସି ପରେ ଏବେ ଜେଡିୟୁ ମଧ୍ୟ…