ଅକ୍ଟୋବର ୨ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିନ

ଅକ୍ଟୋବର ୨ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିନ


ବନାରସ ଉତ୍ତର ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ଅସହଯୋଗ ଆନ୍ଦୋଳନରେ ଗାନ୍ଧୀଙ୍କ ସହ ମିଶ୍ର ବିଟ୍ରିଶଙ୍କ ବିରୋଧରେ ଲଢେଇ କରିଥିବା ମହାନ ଜନନେତା ଥିଲା ଶାସ୍ତ୍ରୀ । ଲାଲ-ବାଲ-ପାଲ ତ୍ରୀଶକ୍ତିର ଜଣେ ବଡ କର୍ମୀ ଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ଦାଣ୍ଡି ପଦଯାତ୍ରରେ ମାଧ୍ୟ ସାମିଲ ହୋଇ ହଜାର ହଜାର ଭାରତୀୟଙ୍କ ମନୋବଳକୁ ଏକଜୁଟ କରିବାରେ ଏସ ଥିଲେ ପ୍ରଥମ । ଶଶ୍ରମ କାରଗାର ଦଣ୍ଡ ଭୋଗି ଜଣେ ସ୍ୱାଧିନତା ସଂଗ୍ରାମୀ ଥିଲେ ଲାଲା ବାହାଦୂର ଶାସ୍ତ୍ରୀ । ଭାରତୀୟ ଜାତୀୟ କଂଗ୍ରେସର ଜଣେ ବଡ ନେତା ଥିଲେ । ଜୟ ଜୱାନ ଜୟ କିଶାନ ଥିଲା ଶାସ୍ତ୍ରୀଙ୍କ ନାରା ।ସେ କହୁଥିଲେ ସଂଗ୍ରାମୀ ମାନେ ଯେମିତି ଦେଶ ପାଇଁ ଆବଶ୍ୟକ ସେମିତି କୃଷକ ମାନେ ବି ଦେଶ ପାଇଁ ସେତିକି ଆବଶ୍ୟକ ।

author

Related Articles

Leave a Reply

Your email address will not be published. Required fields are marked *