ଅଗ୍ନିବୀର ଆସାୟୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

ଅଗ୍ନିବୀର ଆସାୟୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

ନିର୍ବାଚନକୁ ଅଳ୍ପଦିନ କେଇଟା ବାକି ରହିଛି । ପ୍ରାର୍ଥୀ ତାଲିକା ମାନଙ୍କ ନାମ ମଧ୍ୟ ଘୋଷଣା ସରିଛି । ଜୋର ଜମୁଛି ଆଶାୟୀ ପ୍ରାର୍ଥୀ ମାନଙ୍କ ପ୍ରଚାର ପ୍ରସାର । ପ୍ରଚାର ମଇଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନୀ ପ୍ରଚାର ମଧ୍ୟରୁ କିଛି ସମୟ ବାହାର କରି ଅଗ୍ନିବୀର ପାଇଁ ଆଶାୟୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରତିକ୍ରିୟାରେ ଧର୍ମେନ୍ଦ୍ର କହିଛନ୍ତି, ସମ୍ବଲପୁର ହେଉଛି ବୀର ମାଟି । ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ଯୋଗୁଁ ଏଠାରେ ସକରାତ୍ମକ ପରିବେଶ ରହିଥାଏ । ସମ୍ବଲପୁର ହେଉଛି ପ୍ରାକୃତିକ କ୍ରୀଡାର ହବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ବୀର ସୁରେନ୍ଦ୍ର ସାଏ ଡିଫେନ୍ସ ଏକାଡେମୀର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପିଲାମାନଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ।

author

Related Articles

Leave a Reply

Your email address will not be published. Required fields are marked *