ଅଜଣା ବ୍ୟକ୍ତିଙ୍କ ଠାରୁ ଲିଫ୍ଟ ନେଲେ ଅମିତାଭ ବଚନ

ଅଜଣା ବ୍ୟକ୍ତିଙ୍କ ଠାରୁ ଲିଫ୍ଟ ନେଲେ ଅମିତାଭ ବଚନ

ଅଜଣା ବ୍ୟକ୍ତିଙ୍କ ଠାରୁ ଲିଫ୍ଟ ନେଲେ ଅମିତାଭ ବଚନ ବାଇକରେ ବସି ସୁଟିଂ ସେଟରେ ପହଞ୍ଚିଲେ ଟ୍ରାଫିକ ଜାମରୁ ବର୍ତ୍ତିବା ପାଇଁ ଜଣେ ଅଜ୍ଞାନ୍ତ ବ୍ୟକ୍ତିଙ୍କ ଠାରୁ ଲିଫ୍ଟ ନେଇଥିଲେ ବିଗ ବି | ବିଗ ବି ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି | ତାଙ୍କୁ ଲିଫ୍ଟ ଦେଇଥିବା ଯୁବକ ଜଣଙ୍କ ହଳଦିଆ ଟି ସାର୍ଟ ଏବଂ ସର୍ଟସ ପିନ୍ଧିଛନ୍ତି ତେଣୁ ହଳଦିଆ ଟି ସାର୍ଟ ର ମାଲିକଙ୍କୁ ଧନ୍ୟବାଦ ବୋଲି ମଜାକିଆ ଢଙ୍ଗରେ କହିଛନ୍ତି ଅମିତାଭ | ସବୁବେଳେ ସୁଟିଂ ସେଟରେ ଠିକ ଟାଇମ ରେ ପହଞ୍ଚିଛନ୍ତି ବିଗ ବି ଟ୍ରାଫିକ ଜାମ କାରଣରୁ ଯେପରି ସୁଟିଂରେ ବିଳମ୍ବ ନ ହେଉ ତେଣୁ ଲିଫ୍ଟ ନେବାକୁ ଭାବିଥିଲେ | ତେବେ ଅମିତାଭଙ୍କ ପୋଷ୍ଟକୁ ଖୁବ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ |

author

Related Articles

Leave a Reply

Your email address will not be published. Required fields are marked *