ଅଧରାସ୍ତାରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଅଧରାସ୍ତାରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଅଧରାସ୍ତାରେ ଚାଲିଗଲା ବଙ୍ଗୀୟ ଡ୍ରାଇଭରଙ୍କ ଜୀବନ । ବସ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହୃଦଘାତ ହୋଇଛି । ଅଳ୍ପକେ ବଞ୍ଚିଲେ 70 ପର୍ଯ୍ୟଟକ । ନୀଳଗିରିର ପାଟପୁର ଛକରେ ଘଟିଛି ଏପରି ଘଟଣା । ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ହାୱଡା ଅଞ୍ଚଳର ଶେଖ୍ ଅଖତର ବୋଲି ଜଣାପଡ଼ିଛି । ହାୱଡାରୁ ୭୦ଜଣ ପର୍ଯ୍ୟଟକଙ୍କୁ ନେଇ ନସ୍କର ଟ୍ରାଭେଲ୍ସର ଏକ ଭଲଭୋ ବସ୍ ଓଡ଼ିଶା ଆସିଥିଲା । ପଞ୍ଚଲିଙ୍ଗେଶ୍ୱର ପୀଠକୁ ଆସୁଥିବା ସମୟରେ ପୀଟପୁର ଛକ ନିକଟରେ ହଠାତ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗଡ଼ି ଯାଇଥିଲା । ବସ୍ ଡ୍ରାଇଭର ଜଣକ ହୃଦଘାତର ଶିକାର ହୋଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *