ଅନନ୍ତଙ୍କ ସଙ୍ଗୀତରେ ନାଚିଲେ ପୂରା ପରିବାର

ଅନନ୍ତଙ୍କ ସଙ୍ଗୀତରେ ନାଚିଲେ ପୂରା ପରିବାର

ଆସନ୍ତା ଜୁଲାଇ 12 ତାରିଖରେ ଅମ୍ୱାନୀ ପରିବାରର ପୁଅ ଅନନ୍ତ ଅମ୍ୱାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଏହାପୂର୍ବରୁ ଗତକାଲି ତାଙ୍କର ସଙ୍ଗୀତ ସେରିମନି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ସମେତ କ୍ରିକେଟ ତାରକା ମଧ୍ୟ ସାମିଲ ହୋଇଥିଲେ। ଗତକାଲି ରାତିରେ ହୋଇଥିବା ଏହି ଉତ୍ସବରେ ନାଚିଲା ପୂରା ଅମ୍ବାନୀ ପରିବାର। ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସହ ପୂରା ପରିବାରର ଡ୍ୟାନ୍ସ ଦେଖିବାକୁ ମିଳିଛି। ମୁକେଶ ଅମ୍ବାନୀଙ୍କ ଦୁଇ ପୁଅ ଓ ଦୁଇ ବୋହୂଙ୍କ ସମେତ ଝିଅ ଓ ଜ୍ବାଇଁ ମଧ୍ୟ ନାଚିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *