ଅନୁଭବ ବର୍ଷା ପାରିବାରିକ ବିବାଦ ଥମିବାର ନାଁ ଧରୁନି । ଦୁହିଁଙ୍କ ମାମଲାକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ମୋଡ ଆସୁଛି । ପୁରୀଘାଟ ଥାନାରେ ହୋଇଥିଲା ଅଭିଯୋଗ । ଦୁଇ ସହଯୋଗୀଙ୍କ ନାଁରେ ବି ହୋଇଥିଲା ଅଭିଯୋଗ । ତେବେ ନିକଟରେ ଅନୁଭବ-ବର୍ଷା ଛାଡପତ୍ର ପାଇଁ କୋର୍ଟ ଅନୁମତି ଦେଇଥିଲେ । ହେଲେ ଏହାପରେ ବି ବର୍ଷାଙ୍କ ଅଭିଯୋଗ କ୍ରମେ ଏହି ବିବାଦ ଏବେ ବି ଲାଗି ରହିଛି । ନିର୍ଯାତନା ଅଭିଯୋଗରେ ଅନୁଭବଙ୍କୁ ଜେରା କରାଯାଇଛି । ଅଗଷ୍ଟ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ଦୁଇ ମୋହନଙ୍କ ପାଇଁ ଭାଙ୍ଗିବ ବିଜେପି !
- February 9, 2026
ମୋଦି-ଟ୍ରମ୍ପଙ୍କ ନୂଆ ଡିଲ୍ …ଆହୁରି କାନ୍ଦିବେ ଚାଷୀ !
- February 9, 2026
