ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କ ନାଁ ରେ ଚାର୍ଜଫ୍ରେମ । ଏନବିଡବ୍ଲୁ ମାମଲାରେ କୋର୍ଟରେ ହାଜର ହୋଇଛନ୍ତି ଅନୁଭବ ମହାନ୍ତି । ଅନୁଭବ ଏବଂ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ ହୋଇଛି । ପୁରୀ ଘାଟ ଥାନା ମାମଲାରେ ଚାର୍ଜଫ୍ରେମ ସୂଚନା । ବର୍ଷା ପ୍ରିୟଦର୍ଶୀନିଙ୍କ ଏତଲା ଆଧାରରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା । ବାରମ୍ବାର ସମନ ସତ୍ତ୍ୱେ ହାଜର ନହେବାରୁ ତାଙ୍କ ନାଁରେ ଏନବିଡବ୍ଲୁ ଜାରି ହୋଇଥିଲା ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ଦୁଇ ମୋହନଙ୍କ ପାଇଁ ଭାଙ୍ଗିବ ବିଜେପି !
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
