ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଆଜି ବି ଚାଲିପାରିଲାନି ବିଧାନସଭା । ଚାଲିଛି ବିଧାନସଭାର ଶୀତ ଅଧିବେଶନ । ତୃତୀୟ ଦିନରେ ବିରୋଧିଙ୍କ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟ ସ୍ଥଗିତ ରହିଛି । ବିରୋଧି ଜୋରଦାରରେ ହଙ୍ଗମା କରିବା ସହ ବାଚସ୍ପତିଙ୍କ ପୋଡିୟମ ପାଖକୁ ଯାଇ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ଯାହା ଫଳରେ ପ୍ରଶ୍ନକାର୍ଯ୍ୟରେ ବାଧ୍ୟ ସୃଷ୍ଟି ହୋଇଥିଲା । ଘଟଣାକୁ ଦେଖି ବାଚସ୍ପତି ପ୍ରମିଳା ମଲ୍ଲିକ ଗୁହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *