ଅଭିନେତ୍ରୀଙ୍କୁ ହୃଦୟ ଦେଲେ ଏପରି ଜଣେ ଫ୍ୟାନ

ଅଭିନେତ୍ରୀଙ୍କୁ ହୃଦୟ ଦେଲେ ଏପରି ଜଣେ ଫ୍ୟାନ

ଷ୍ଟାରମାନଙ୍କ ପ୍ରତି ଫ୍ୟାନମାନଙ୍କର ଭଲପାଇବା ଥିବା କଥା ଆପଣମାନେ ଜାଣିଥିବେ । କିନ୍ତୁ ଏପରି ଜଣେ ଫ୍ୟାନ ଅଛନ୍ତି ଯେ ଅଭିନେତ୍ରୀଙ୍କ ପାଇଁ ତାଙ୍କ ହୃଦୟ ଦାନ କରିଛନ୍ତି । ଦକ୍ଷିଣ ଚଳଚ୍ଚିତ୍ର ‘ଫାଷ୍ଟ ଡେ ଫାଷ୍ଟ ସୋ’ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିବା ତଥା ବର୍ତ୍ତମାନ ବିହାର ଭାଗଲପୁରରେ ରହୁଥିବା ଅଭିନେତ୍ରୀ ସଞ୍ଚିତା ବାସୁ ଙ୍କୁ ହୃଦୟ ଦେଇଛନ୍ତି ତାଙ୍କର ଜଣେ ପ୍ରଂଶସକ ଟ୍ରକ୍ ଡ୍ରାଇଭର । ଏବେ ତାଙ୍କ ବିନା ରହିପାରିବେନି ବୋଲି କହୁଛନ୍ତି ଏବଂ ଅଭିନେତ୍ରୀଙ୍କ ଅସୁସ୍ଥତା ନେଇ ଚିନ୍ତାରେ ଡ୍ରାଇଭର । ତାଙ୍କୁ ବଂଚାଇବାକୁ ନିଜର କିଡନୀ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଟ୍ରକ୍ ଡ୍ରାଇଭର । ସଞ୍ଚିତାଙ୍କ ବିନା ସେ ବଞ୍ଚି କିଛି ଲାଭ ନାହିଁ ବୋଲି କହିବା ବେଳେ ତାଙ୍କର ଏହି ଭିଡିଓକୁ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ଜଣେ ବ୍ୟକ୍ତି । ଲୋକମାନେ ଅଭିନେତ୍ରୀଙ୍କ ରିଲ ଓ ଚଳଚ୍ଚିତ୍ରକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *