ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା । ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହାଜତ ବଢିଛି । ଡାକ୍ତରୀଯାଞ୍ଚ ପାଇଁ ୭ଦିନର ଜାମିନ ଆବେଦନ କରିଥିଲେ । ତେବେ ଜୁନ ୧୯ ପର୍ଯ୍ୟନ୍ତ ତାଙ୍କର ନ୍ୟାୟିକ ହାଜତ ବୃଦ୍ଧି ହୋଇଛି । ଦେଶର ପ୍ରଥମ ରାଜନୈତିକ ଦଳ ଭାବେ ଆମ ଆଦମୀ ପାର୍ଟି ବିରୋଧରେ ମାମଲା ରୁଜୁ କରାଯାଇଛି । ଇଡିର ଆରୋପପତ୍ର ଭିତିରେ ମାମଲା ଦର୍ଜ କରାଯାଇଛି । ଏଥିସହ ଅନ୍ତୀରଣ ଜାମିନ ଆବେଦନକୁ ଦିଲ୍ଲୀ କୋର୍ଟ ଖାରଜ କରିଛନ୍ତି ।
You can share this post!
author