ଅରୂପ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର

ଅରୂପ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର

ରାଜ୍ୟରେ ବାଜି ସାରିଛି ନିର୍ବାଚନର ବିଗୁଲ । ନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ତିନି ରାଜନୈତିକ ଦଳ । ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହୋଇସାରିଛି । ପୁରୀ ଲୋକସଭା ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅରୂପ ପଟ୍ଟନାୟକ । ସେ ଗତକାଲି ପୁରୀ ଡେଲାଙ୍ଗ ବେରବାଇ ପଞ୍ଚାୟତରେ ନିଜର ଦଳୀୟ କର୍ମୀଙ୍କ ସହ ଜୋରଦାର ପ୍ରଚାର କରିଥିଲେ । ରାଜ୍ୟ ସରକାରଙ୍କ ଲୋକାଭିମୂଖୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଦଳ ଦଳକୁ ବିଜୟୀ କରିବା ଉପରେ ଆଲୋଚନା ହୋଇଛି ।  ୱାର୍ଡସ୍ତରରୁ ଦଳକୁ ମଜଭୁତ କରିବାକୁ ବୈଠକରେ ଆଲୋଚନା ହୋଇଛି । ବୈଠକରେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରାଥୀ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେ ମଧ୍ୟ ନିଜର ପ୍ରଚାରକୁ ଜୋର କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *