ଆଇଆଇସି ସୁଶାନ୍ତଙ୍କ ପଛରେ କିଏ ?

ଆଇଆଇସି ସୁଶାନ୍ତଙ୍କ ପଛରେ କିଏ ?

ଖୋଲୁଛି ବୈପାରିଗୁଡା ଆଇଆଇସିଙ୍କ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଗୁମର । ଅନ୍ୟକୁ ଧରୁଥିବା ପୋଲିସ ଏବେ ନିଜେ ଭିଜିଲାନ୍ସ ହାତରେ ଧରା ହୋଇଛନ୍ତି । ରାୟଗଡାର ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ବହିଷ୍କାର କରିଛନ୍ତି ପୋଲିସ ଡିଜି । ସୁଶାନ୍ତଙ୍କ ଠାରୁ 37 ଲକ୍ଷ ଟଙ୍କା ଜବତ ହେବା ପରେ ତାଙ୍କୁ ବହିଷ୍କୃତ କରାଯାଇଛି । ତେବେ ଏହାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି 37ଲକ୍ଷ ନଗଦ ଟଙ୍କା ପଛରେ କେଉଁ ବଡ ବଡିଆଙ୍କ ହାତ ରହିଛି ? କେଉଁ ନେତା ସାଜିଛନ୍ତି ସୁଶାନ୍ତଙ୍କ ପାର୍ଟନର ?କେଉଁଠାରୁ ଆସିଲା 37ଲକ୍ଷ ନଗଦ ଟଙ୍କା ? ଏହାକୁ ନେଇ ବିଜେଡିର ବଡ ବଡ ନେତାଙ୍କ ନାଁରେ ବିଜେଡି ଆଣିଛି ସଙ୍ଗୀନ ଅଭିଯୋଗ । ତେବେ ଦେଖିବାକୁ ବାକି ରହିଲା ଏସବୁର ମାଷ୍ଟର ମାଇଣ୍ଡର କେବେ ହେବ ଖୁଲାସା ?

author

Related Articles

Leave a Reply

Your email address will not be published. Required fields are marked *