2024 ଆଇପିଏଲରେ ପୂର୍ବରୁ ମୁମ୍ୱାଇ ଇଣ୍ଡିଆନ୍ସରେ ଦଳରେ ପରିବର୍ତ୍ତନ । ମୁମ୍ୱାଇ ଇଣ୍ଡିଆନ୍ସର ମଙ୍ଗ ଧରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ୧୦ବର୍ଷ ଧରି ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇ ଆସୁଥିଲେ । ରୋହିତଙ୍କ ନେତୃତ୍ୱରେ ଦଳ ଆଇପିଏଲ ଟାଇଟଲ ଜିତିଛି । ସେହିପରି ହାର୍ଦ୍ଦିକ ଦୁଇ ବର୍ଷ ଧରି ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଇଥିଲେ । ତେବେ ହାର୍ଦ୍ଦିକ ଗୁଜରାଟ ହାତ ଛାଡ଼ି ମୁମ୍ବାଇ ପକ୍ଷରୁ ଖେଳିବାକୁ ନିଷ୍ପତି ନେଇଥିଲେ । ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ୨୦୨୨ ସଂସ୍କରଣରେ ବିଜେତା ହୋଇଥିବା ବେଳେ ୨୦୨୩ରେ ରନର୍ସଅପ୍ ହୋଇଥିଲା ।
You can share this post!
author
Related Articles
ତାମିଲନାଡୁ ରାଜନୀତିରେ କମ୍ପନ…
- February 9, 2026
ଓକିଲ ବେଶରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
- February 4, 2026
2027 ବିଶ୍ବକପରେ ରୋହିତ-ବିରାଟ !
- February 4, 2026
