ଆଉ ବଢିବନି ପିଆଜ ଦର !

ଆଉ ବଢିବନି ପିଆଜ ଦର !

ରାଜ୍ୟରେ ଅନିୟନ୍ତ୍ରିତ ଭାବେ ପିଆଜର ଦର ବୃଦ୍ଧି ହେବାରେ ଲାଗିଛି । ଏହା ଉପରେ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର 2024 ମାର୍ଚ୍ଚ ପର୍ଯ୍ୟନ୍ତ ପିଆଜ ରପ୍ତାନୀକୁ ବନ୍ଦ କରିଦେଇଛନ୍ତି । ଏହା ପଛର ଉଦ୍ଦେଶ୍ୟ ହେଉଛି କି ଦେଶ ବାହାରକୁ ଯାଉଥିବା ପିଆଜ ଦେଶ ଭିତରେ ରହିଲେ ଉପଲବ୍ଧତା ବଢିବ ଫଳରେ ପିଆଜ ଦାମ ହ୍ରାସ ପାଇବ । ଦେଶରେ ପିଆଜ କେଜି ପିଛା 60ଟଙ୍କା ରହିଛି  ଗତ ବର୍ଷର ଦାମ ତୁଳନାରେ 98 ପ୍ରତିଶତ ଅଧିକା । ତେବେ କୌଣସି ଦେଶକୁ ପିଆଜ ପଠାଇବା ଲାଗି ଭାରତ ସରକାର ଯଦି ଅନୁମତି ଦେବେ ସେପରି କ୍ଷେତ୍ରରେ  ପିଆଜ ରପ୍ତାନୀ କରାଯାଇପାରିବ ।

author

Related Articles

Leave a Reply

Your email address will not be published. Required fields are marked *