ବାଙ୍ଗିରିପୋଷି “ବସ ଷ୍ଟାଣ୍ଡ” ନୂତନ ନିର୍ମାଣ ନିମ୍ନ ମାନର କାର୍ଯ୍ୟକୁ ନେଇ ପ୍ରତିବାଦ କରିଲେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ! ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ରେ ଓଡିଶା ସରକାର ଙ୍କ ନୂତନ “ବସ ଷ୍ଟାଣ୍ଡ” ନିର୍ମାଣ ନିମ୍ନ ମାନର କାର୍ଯ୍ୟ ଚାଲିଛି !ଉକ୍ତ ସ୍ଥାନ ରେ କୌଣସି ନାମ ଫଳକ ନାହି! ଉକ୍ତ ସ୍ଥାନ ରେ କାମ କରୁଥିବା ଶ୍ରମିକ ମାନଙ୍କୁ ପଚାରି ବୁଝିବାରୁ ସିସି ଟିଭି କେମେରା ରେ ଜେଇ କାର୍ଯ୍ୟ ତଦାରଖ କରୁଛନ୍ତି ,କିନ୍ତୁ ଜେଇ କିମ୍ବା ଇଞ୍ଜିନିୟର କାର୍ଯ୍ୟ କୁ ତଦାରଖ କିମ୍ବା ପରିଦର୍ଶନ ପାଇଁ ଆସୁ ନାହାନ୍ତି ! ଅଞ୍ଚଳ ବାସୀଙ୍କ ଅଭିଯୋଗ କ୍ରମେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ଉକ୍ତ ସ୍ଥାନ କୁ ପରିଦର୍ଶନ କରିବା ସହିତ ବିଭାଗୀୟ ଅଧିକାରୀ ଙ୍କୁ ତାଗିତ କରିଥିଲେ !
You can share this post!
author
Related Articles
ସୁନାବେଶରେ ଦର୍ଶନ ଦେଉଛନ୍ତି ମା କିଚକେଶ୍ବରୀ
- November 27, 2023
ଓଡିଶାରେ ମହାମହିମ ରାଷ୍ଟ୍ରପତି
- November 20, 2023