ଆଗାମୀ 5 ଦିନ ଅଗ୍ନି ବର୍ଷିବ

ଆଗାମୀ 5 ଦିନ ଅଗ୍ନି ବର୍ଷିବ

ରାଜ୍ୟରେ ଜାରି ହୋଇଗଲାଣି ଗ୍ରୀଷ୍ମ ପ୍ରବାହ । ଅସହ୍ୟ କରୁଛି ତାତି । ଏଣିକି ଆଗରୁ ଆହୁରି ତାତି ବଢିବ ବୋଲି ସୂଚନା ମିଳିଛି । ଆଗାମୀ 4 ଦିନ ମଧ୍ୟରେ ଦିନର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । 17ରୁ 20 ତାରିଖ ମଧ୍ୟରେ କିଛି ଜିଲ୍ଲାରେ ତାପାମାତ୍ରା 45 ଡିଗ୍ରୀ ଛୁଇଁପାରେ । ରାଜ୍ୟକୁ ଆସୁଥିବା ଶୁଷ୍କ ବାୟୁ ଓ ସୂର୍ଯ୍ୟକିରଣର ତୀବ୍ରତା ବଢ଼ିବା ଯୋଗୁଁ ତାତି ବଢ଼ିବ । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ ହେବା ସହ ୧୭ରୁ ୨୦ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ରୁ ୪୫ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *