ଆଜମେରରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା

ଆଜମେରରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା

ରାଜସ୍ଥାନର ଆଜମେର ଠାରେ ଘଟିଲା ଅଭାବନୀୟ ଘଟଣା । 2ଟି ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛନ୍ତି । ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ । ମାଲବାହୀ ଟ୍ରେନକୁ ଧକ୍କା ଦେଇ ରେଳ ଲାଇନରୁ ତଳକୁ ଏକ୍ସପ୍ରେସ ଖସିପଡିଛି ଏକ୍ସପ୍ରେସ ଟ୍ରେନର ଚାରୋଟି ବଗି । ଗୁଜରାଟରୁ ଉତ୍ତରପ୍ରଦେଶ ଯାଉଥିବା ସାବରମତି-ଆଗ୍ରା କେଣ୍ଟ ଦୁର୍ଘଟଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଦୁର୍ଘଟଣା ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *