ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ଆଜିଠୁ ରାଜ୍ୟରେ ଆହୁରି ଜୋରଦାର ହେବ ପ୍ରଚାର । ମୈଦାନକୁ ଓହ୍ଲାଇବେ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଞ୍ଜାମରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାରର ମଙ୍ଗ ଧରିବେ । ଜନସାଧାରଣଙ୍କୁ ସମ୍ଭୋଧିତ କରି ନିଜର ପ୍ରଚାର ଆରମ୍ଭ କରିବେ । ଆସନ୍ତାକାଲି ରାୟଗଡାରେ ପ୍ରଚାର କରି ଲୋକଙ୍କୁ ଭୋଟ ଦେବା ପାଇଁ ନିବେଦନ କରିବେ । ଏହି ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କ ସହ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିବେ ।

author

Related Articles

Leave a Reply

Your email address will not be published. Required fields are marked *