ଆଜିଠୁ ବଦଳିଲା ସବୁ ନିୟମ

ଆଜିଠୁ ବଦଳିଲା ସବୁ ନିୟମ

ଆଜିଠୁ ବଦଳିଲା ସବୁ ନିୟମ । ଦେଶରେ ବିଭିନ୍ନ ବ୍ୟବସ୍ଥା କ୍ଷେତ୍ରରେ ଆଜି ଠୁ ନୂଆ ନିୟମ ଲାଗୁ ହେବାକୁ ଯାଉଛିା ଫାସଟ୍ୟାଗ କେୱାଇସିଠୁ ନେଇ ଏଲପିଜି ସିଲିଣ୍ଡର ଦରରେ ହ୍ରାସ , ଆଇଟିଆର ଦାଖଲ ନିୟମ ଉଲଙ୍ଘନରେ ଦଣ୍ଡବିଧାନ, କ୍ରେଡିଟ୍ କାର୍ଡ ନିୟମ ଏବଂ ଗୁଗଲ ମ୍ୟାପ୍ ବ୍ୟବହାରରେ ପରିବର୍ତ୍ତନ ହୋଇଛି । ଯାହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ଉପରେ ପଡିଛି । ଗତ ମାସରେ ସରକାର ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଥିଲେ । ଏଭଳି ପରିସ୍ଥିତିରେ ସରକାର ଅଗଷ୍ଟ ମାସରେ ମଧ୍ୟ ସିଲିଣ୍ଡର ମୂଲ୍ୟ ହ୍ରାସ କରିପାରନ୍ତି ବୋଲି ଆଶା କରାଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଅଫିସିଆଲ ୱେବସାଇଟର ସୂଚନା ଅନୁଯାୟୀ ଅଗଷ୍ଟରେ ମୋଟ ୧୩ ଦିନ ବ୍ୟାଙ୍କ ଛୁଟି ରହିବ । ଏପରି ସ୍ଥିତିରେ ଜନସାଧାରଣଙ୍କ ବ୍ୟାଙ୍କି ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବ।

author

Related Articles

Leave a Reply

Your email address will not be published. Required fields are marked *