ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ଶୃଙ୍ଖଳା

ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ଶୃଙ୍ଖଳା

ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ଶୃଙ୍ଖଳା । ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ଥର ପାଇଁ ବିରାଟ କୋହଲି, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ବିନା ଭାରତୀୟ ଦଳ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ।


ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ୍ ମ୍ୟାକଲମଙ୍କ ପ୍ରଶିକ୍ଷଣରେ ପୂର୍ବଅପେକ୍ଷା ଇଂଲଣ୍ଡ ଦଳ ମଜବୁତ ହୋଇଛି ବୋଲି କୁହାଯାଉଛି । ବିଶେଷକରି ଦଳରେ ଆକ୍ରମଣାତ୍ମକ ବୋଲିଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଛି । ତେଣୁ ଏଭଳି ସ୍ଥିତିରେ ଇଂଲଣ୍ଡର ବୋଲରଙ୍କୁ ଭାରତୀୟ ବ୍ୟାର୍ଟ କିପରି ସାମ୍ନା କରୁଛନ୍ତି, ତାହା ଆଉ କିଛି ସମୟ ପରେ ଜଣାପଡିବ । ଅନ୍ୟପଟେ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବଙ୍କ ଘରୋଇ ମ୍ୟାଚରେ ଚମତକାର ରେକର୍ଡ ରହିଛି । ଏମାନଙ୍କ ମଧ୍ୟରୁ ଅଶ୍ୱିନ ସବୁଠୁ ଆଗରେ ରହିଆସୁଛନ୍ତି । ଏପରି ସ୍ଥିତିରେ ଅକ୍ଷର ନା କୁଲଦୀପ କିଏ ହେବେ ତୃତୀୟ ସ୍ପିନର ରହିଛି ଅସ୍ପଷ୍ଟ ।

author

Related Articles

Leave a Reply

Your email address will not be published. Required fields are marked *