ଆଜି ଆସିପାରେ ବିଜେଡିର ବଳକା ପ୍ରାର୍ଥୀ ତାଲିକା

ଆଜି ଆସିପାରେ ବିଜେଡିର ବଳକା ପ୍ରାର୍ଥୀ ତାଲିକା

ନିର୍ବାଚନ ପାଇଁ ବିଜେଡି ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ମାତ୍ର ଗୋଟିଏ ଲୋକସଭା ଆସନ ଓ 39ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ବିଧାନସଭା ଜୟପୁର, ଲକ୍ଷ୍ମୀପୁର, ଚିତ୍ରକୋଣ୍ଡା ଓ ନର୍ଲା ପାଇଁ ଆସିପାରେ ପ୍ରାର୍ଥୀଙ୍କ ନାଁ । ଏହାସହ ବାକି ଥିବା ଏକମାତ୍ର ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ଏହାସହ ପ୍ରାୟ ୨୦ରୁ ୩୦ ଜଣଙ୍କ ନାଁ ଚୂଡ଼ାନ୍ତ ହୋଇପାରେ ବୋଲି ସୂଚନା ମିଳିଛି । ଏବେସୁଦ୍ଧା ବିଜେଡି ୧୦୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି ଦଳ ।

author

Related Articles

Leave a Reply

Your email address will not be published. Required fields are marked *