ଆଜି ଆସିବ ଧାରା ୩୭୦ ଉଚ୍ଛେଦ ରାୟ

ଆଜି ଆସିବ ଧାରା ୩୭୦ ଉଚ୍ଛେଦ ରାୟ

ଆଜି ଆସିବ ଧାରା ୩୭୦ ଉଚ୍ଛେଦ ଉପରେ ରାୟ । ସୁପ୍ରିମକୋର୍ଟ ଆଜି ଏହି ରାୟ ଘୋଷଣା କରିବେ । ୨୦୧୯ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବା ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯାଇଥିଲା । ଏହାକୁ ବିରୋଧ କରି ଦାଖଲ ହୋଇଥିବା ପିଟିସନ ଉପରେ କୋଟଙ୍କ ରାୟ ଆସିବ । ୧୬ ଦିନର ଶୁଣାଣି ପରେ ସୁପ୍ରିମକୋର୍ଟ ଚଳିତ ବର୍ଷ ସେପ୍ଟେମ୍ବର ୫ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରି ବହୁ ପିଟିସନ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *