ଆଜି କୁମାର ପୂର୍ଣ୍ଣିମା କୁଆଁରୀ ମାନେ କରୁଚନ୍ତି ଚାନ୍ଦ ପୂଜା

ଆଜି କୁମାର ପୂର୍ଣ୍ଣିମା କୁଆଁରୀ ମାନେ କରୁଚନ୍ତି ଚାନ୍ଦ ପୂଜା

ଆଜି କୁମାର ପୂର୍ଣ୍ଣିମା । ମା ଗଜଲକ୍ଷ୍ମୀଙ୍କ ପୂଜା । ମା ଲକ୍ଷ୍ମୀ ଆଜି ଧରାପୃଷ୍ଟକୁ ଅବତରଣ କରି ଭକ୍ତଙ୍କ ମନସ୍କାମନା ପୂରଣ କରିବେ । ତେବେ ଆଜି ସକାଳୁ କୁମାରୀ ମାନେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ଆଂଜୁଳି ଟେକି କୁମାର ପୂର୍ଣ୍ଣିମା ବ୍ରତ ଆରମ୍ଭ କରିଛନ୍ତି ସନ୍ଧ୍ୟା ବେଳେ ଚାନ୍ଦକୁ ପୂଜା କରି ଏହି ବ୍ରତ ଶେଷ କରାଯାଏ । କିନ୍ତୁ ଚଳିତ ବର୍ଷ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଅପରାହ୍ନରେ ପୂଜାବିଧ୍ୟ ଶେଷ ହେବାର ବିଧ୍ôୟ ରହିଛି । ତେବେ ଅପରାହ୍ନରେ କୁମାରୀ ଝିଅ ମାନେ ତୁଳସୀ ଚଉରା ମୂଳରେ ଚାନ୍ଦ ପୂଜା କରି ବ୍ରତକୁ ଶେଷ କରିବେ । ମା ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ ଅପାହ୍ନରେ ହିଁ ଶେଷ ହେବାର ସମୟ ରହିଛି । ଚନ୍ଦ୍ରଗ୍ରହଣ ପାଇଁ ଅପରାହ୍ନ ପରେ ପୂଜା ବନ୍ଦ ରହିବ ।

author

Related Articles

Leave a Reply

Your email address will not be published. Required fields are marked *