ଆଜି ଘୋଷଣା ହେବ କଂଗ୍ରେସର ପ୍ରାର୍ଥୀ ତାଲିକା

ଆଜି ଘୋଷଣା ହେବ କଂଗ୍ରେସର ପ୍ରାର୍ଥୀ ତାଲିକା

ନିର୍ବାଚନ ପାଇଁ ଦଳମାନଙ୍କ ଅଙ୍କକଶା ଚାଲିଛି । ଆଜି କଂଗ୍ରେସର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା ହୋଇପାରେ । 10ଟି ରାଜ୍ୟର 60ଟି ଲୋକସଭା ଆସନ ପାଇଁ ତାଲିକା ଘୋଷଣା ହୋଇପାରେ । କାଲି ଦିଲ୍ଲୀ ମୁଖ୍ୟାଳୟରେ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବସିଥିଲା କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ବେଳେ କିଏ କେଉଁଠୁ ହେବେ ପ୍ରାର୍ଥୀ ସେନେଇ ନିଷ୍ପତ୍ତି ନିଆଯାଇଛି । ଉତ୍ତରପ୍ରଦେଶର ଆମେଥି ଓ ରାଏବରେଲି ଉପରେ ରହିଛି ନଜର ।

author

Related Articles

Leave a Reply

Your email address will not be published. Required fields are marked *