ଆଜି ନିର୍ବନ୍ଧ

ଆଜି ନିର୍ବନ୍ଧ

ଆପ ନେତା ରାଘବ ଚଡ୍ଡା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ନେଇ ଜାରି ରହିଥିବା ଚର୍ଚ୍ଚାର ଏକ ରକମର ପୂର୍ଣ୍ଣଛେଦ ପଡିଛି | ଆଜି ଉଭୟଙ୍କ ନିର୍ବନ୍ଧ ହେବ ନେଇ ସୂଚନା ରହିଛି | ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବେଶ ଚାଁର୍ଛିତ ଯୋଡି ଭାବେ ଉଭୟ ଭାଇରଲ ହେଉଛନ୍ତି | ସୋସିଆଲ ମିଡିଆରେ ପରିଣୀତିଙ୍କ ଘରର ଭିଡିଓ ମଧ୍ୟ କିଛି ଦିନ ହେଲା ଭାଇରଲ ହେଉଛି | ଭିଡିଓରେ ନିର୍ବନ୍ଧ ପାଇଁ ସାଜସଜ୍ଜା ହେଉଥିବାରୁ ଦେଖିବାକୁ ମିଳିଥିଲା | ଯାହା ଫ୍ୟାନଙ୍କୁ ଚର୍ଚ୍ଚା ଅନୁସାରେ ଭଉଣୀର ନିର୍ବନ୍ଧରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ସାମିଲ ହେବେ | ହେଲେ ଏତେ ଚର୍ଚ୍ଚା ଜାରି ରହିଥିଲେବି ରାଘବ କିମ୍ବା ପରିଣୀତିଙ୍କ ପକ୍ଷରୁ ଏନେଇ କୌଣସି ଅଫିସିଆଲି ଷ୍ଟେଟମେଣ୍ଟ ଜାରି କରାଯାଇ ନାହିଁ | ରିପୋର୍ଟ ଅନୁସାରେ ଏହି ନିର୍ବନ୍ଧ କପୁରଥାଲା ହାଉସରେ ହେବ, ଯେଉଁଥିରେ କେବଳ ଉଭୟଙ୍କ ପରିବାର ଏବଂ ସମ୍ପର୍କୀୟ ସାମିଲ ହେବେ |

author

Related Articles

Leave a Reply

Your email address will not be published. Required fields are marked *