ଆଜି ପ୍ରେମ ଦିବସ

ଆଜି ପ୍ରେମ ଦିବସ

ପ୍ରେମ ଏପରି ଏକ ଶବ୍ଦ ଯାହାକି ସମସ୍ତଙ୍କ ଜୀବନରେ ରଙ୍ଗ ଭରିଦିଏ । ପ୍ରେମ ଅଢେଇ ଅକ୍ଷର । ପ୍ରେମ ବିନା ଜୀବନଟା ରଙ୍ଗହୀନ । ଜୀବନରେ ପ୍ରେମ ଅନେକ ରଙ୍ଗ ଭରିଦିଏ । ସେହିପରି ଆଜି ହେଉଛି ପ୍ରେମର ଦିବସ ବା ଭାଲେଣ୍ଟାଇନ ଡେ । ଫେବୃଆରୀ ୭ ରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହର ଆଜି ଶେଷ ଦିନ । ଯାହାକୁ ଭାଲେଣ୍ଟାଇନ ଡେ ବୋଲି କୁହାଯାଉଛି । ଭାଲେଣ୍ଟାଇନ୍ ଡେ’ କୁ ନେଇ ଯୁବପିଢୀଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ରହିଥାଏ । ଏହି ଦିବସକୁ ପାଳନ କରିବା ପାଇଁ ଅନେଇ ବସିଥାନ୍ତି ପ୍ରେମୀ ଯୁଗଳ । ସେହି ଅନୁଯାୟୀ ଆଜିର ଦିନକୁ ନିଜ ନିଜ ହିସାବରେ ପାଳନ କରୁଛନ୍ତି ପ୍ରେମୀଯୁଗଳ ।

author

Related Articles

Leave a Reply

Your email address will not be published. Required fields are marked *