ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ


ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ | ଆଜି ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ | ଆଜି ସନ୍ଧ୍ୟାରେ ହେବାକୁଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ | ଏବଂ କିଛି ନୂଆ ଯୋଜନା କାର୍ଯ୍ୟକାରୀ ଉପରେ ମଧ୍ୟ ହୋଇପାରେ ଆଲୋଚନା | ବିଧାନସଭା ଅଧିବେଶନ ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ |

author

Related Articles

Leave a Reply

Your email address will not be published. Required fields are marked *