ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ପରିଣୀତି

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ପରିଣୀତି

ଫଜାବୀ ରୀତିନୀତିରେ ହେବ ରାଜନେତା ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବିବାହ । ରାଜସ୍ଥାନ ର ଉଦୟପୁରରେ ଥିବା ଲୀଲା ପ୍ୟାଲେସରେ ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଛି । ଶନିବାର ମେହେନ୍ଦୀ,ସଂଗୀତ ହୋଇଥିବାବେଳେ ଆଜି ବାହାଘର ହେବ । ଅଳ୍ପ କିଛି ଅତିଥି ଓ ସଂପର୍କୀୟଙ୍କୁ ନେଇ ରାଘବ ଓ ପରିଣୀତିଙ୍କ ବିବାହ କାର୍ଯ୍ୟ ସଂପନ୍ନ ହେବ । ଏହାପରେ ଦିଲ୍ଲୀରେ ଏକ ଗ୍ରାଣ୍ଡ ରିସେପସନ୍ ର ଆୟୋଜନ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *