ଆଜି ବିଶ୍ୱ ଛେନାପୋଡ ଦିବସ …

ଆଜି ବିଶ୍ୱ ଛେନାପୋଡ ଦିବସ …

 ଏହି ଦିନକୁ ବିଶ୍ୱ ଛେନାପୋଡ ଦିବସ ଭାବରେ ପାଳନ କରାଯାଉଛି । ଏପ୍ରିଲ ୧୧ ଛେନାପୋଡର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଜୟନ୍ତୀ |

ସଂନ୍ଧ୍ୟା ୬ ଟାରେ ନୟାଗଡ ସହର ପୁରୁଣା ଦୁର୍ଗା ମଣ୍ଡପଠାରେ ଏହାକୁ ଆଡମ୍ବରରେ ପାଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଛି । ସେହିଭଳି ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଜୟନ୍ତୀକୁ ଛେନାପୋଡ ଦିବସ ଭାବରେ ପାଳନ କରାଯାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସୁଦର୍ଶନଙ୍କ ପରିବାର ଲୋକ । କହିଛନ୍ତି ଛେନାପୋଡ ଆଉ କେବଳ ନୟାଗଡର ହୋଇ ରହିନାହିଁ । ଏହା ବିଶ୍ୱ ପ୍ରସିଦ୍ଧ ହୋଇସାରିଲାଣି । ତେଣୁ ତୁରନ୍ତ ଛେନାପୋଡକୁ ଜିଆଇ ଟ୍ୟାଗ ମାନ୍ୟତା ଦିଆଯାଉ ।

author

Related Articles

Leave a Reply

Your email address will not be published. Required fields are marked *