ଆଜି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ

ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ।  ସ୍ୱର୍ଗତ ବାଜପେୟୀଙ୍କର ଦେଶପ୍ରତି ଯେଉଁ ଅବଦାନ ରହିଛି ତାଙ୍କ ଜୟନ୍ତୀ ଅବସରରେ ତାହାକୁ ମନେପକାଉଛନ୍ତି ଦେଶବାସୀ । ବାଜପେୟୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ନେତୃବୃନ୍ଦ ।

author

Related Articles

Leave a Reply

Your email address will not be published. Required fields are marked *