ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର:

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସକାଳ ୧୦.୪୫ରେ ବସିବ ବୈଠକ ଆଜି ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରର ପଞ୍ଚମ ବର୍ଷ ଆରମ୍ଭର ପ୍ରଥମ ଦିନରେ ନବୀନ କରିବେ ବଡ ଘୋଷଣା ସରକାର ନିର୍ବାଚନ ବର୍ଷକୁ ପ୍ରବେଶ କରୁଥିବାରୁ ଏହି କ୍ୟାବିନେଟରେ ବଡ ଘୋଷଣା କରିବେ ବୋଲି ଜଣା ପଡିଛି | ଗରିବ ଏବଂ ସାଧାରଣ ବର୍ଗ ଲୋକଙ୍କ ସୁରକ୍ଷା ନେଇ କିଛି ବଡ ନିଷ୍ପତି ନେବାର ସମ୍ଭାବନା ରହିଛି | ପ୍ରାୟ ୭ରୁ୮ ପ୍ରସ୍ତାବ ବୈଠକରେ ପାଳିତ ହୋଇପାରେ | ସାମାଜିକ ସୁରକ୍ଷା କୃଷି, ସମବାୟ, ଖାଦ୍ୟଯୋଗାଣ ଜଳ ସମ୍ପଦ, ନଗର ଉନ୍ନୟନ ପଞ୍ଚାୟତି ରାଜ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ମିଳିବାର ସମ୍ଭାବନା ରହିଛି |

author

Related Articles

Leave a Reply

Your email address will not be published. Required fields are marked *