ଆଜି ରିଲିଜ ହେବ ମେଁ ଅଟଳ ହୁଁ ସିନେମା

ଆଜି ରିଲିଜ ହେବ ମେଁ ଅଟଳ ହୁଁ ସିନେମା

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ପ୍ରସ୍ତୁତ ହୋଇଛି ମେଁ ଅଟଳ ହୁଁ ସିନେମା । ଆଜି ପରଦାରେ ରିଲିଜ ହେବ ଏହି ଚଳଚ୍ଚିତ୍ର । ଏହି ହିନ୍ଦୀ ଚଳଚ୍ଚିତ୍ରରେ ବାଜପେୟୀଙ୍କ ଭୂମିକାରେ ନଜର ଆସିଛନ୍ତି ଅଭିନେତା ପଙ୍କଜ ତ୍ରିପାଠୀ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରବି ଯାଦବ । ମେଁ ଅଟଲ ହୁଁ’ ର କାହାଣୀ ପାକିସ୍ତାନ ପ୍ରତି ବାଜପେୟୀଙ୍କ ଆଭିମୁଖ୍ୟକୁ ନେଇ ଆରମ୍ଭ ହୋଇଛି । ମେଁ ଅଟଲ ହୁଁ’ ର କାହାଣୀ ପାକିସ୍ତାନ ପ୍ରତି ବାଜପେୟୀଙ୍କ ଆଭିମୁଖ୍ୟକୁ ନେଇ ଆରମ୍ଭ ହୋଇଛି । ବାଜପେୟୀ ଜଣେ ଭଲ ବକ୍ତା ହେବା ସହ କିଭଳି ଜଣେ ସଫଳ ବ୍ୟକ୍ତି ଓ ମହାନ ରାଜନେତା ହେଲେ ତାହା ଏହି କାହାଣୀରେ ରହିଛି । ପିଲାଦିନରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟ ପରେ ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ଯାତ୍ରାକୁ ଏହି ଫିଲ୍ମରେ ଦର୍ଶାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *