ଆଜି ସଙ୍ଗଠିତ ହେବ ଚଳିତ ବର୍ଷର ବିରଳ ପୂର୍ଣ୍ଣ ସୂର୍ଯ୍ୟପରାଗ

ଆଜି ସଙ୍ଗଠିତ ହେବ ଚଳିତ ବର୍ଷର ବିରଳ ପୂର୍ଣ୍ଣ ସୂର୍ଯ୍ୟପରାଗ

ଆଜି ସଙ୍ଗଠିତ ହେବ ଚଳିତ ବର୍ଷର ସବୁଠୁ ବଡ, ବିରଳ ଏବଂ ପୂର୍ଣ୍ଣ ସୂର୍ଯ୍ୟପରାଗ । ଯେଉଁଥିରେ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଗ୍ରାସ କରିବ ଚନ୍ଦ୍ର । ପୃଥିବୀ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ଚନ୍ଦ୍ର ଗତି କରୁଥିବାରୁ ଏହାର ଛାଇ ଯୋଗୁଁ କନାଡା ,ଆମେରିକା , ମେକ୍ସିକୋ,ଏବଂ ଉତ୍ତର ଆମେରିକାର କିଛି ଭାଗରେ ଅନୁଭୂତ ହେବ। ଏହି ଦୀର୍ଘତମ ସୂର୍ଯ୍ୟ ପରାଗ। କିନ୍ତୁ ଏହି ବୀରଳ ମହାଜାଗତିକ ଦୃଶ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ। ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ, ତା ପରଦିନ ରାତି ୨ଟା ୨୨ ମିନିଟ ସମୟରେ ଶେଷ ହେବ । ସର୍ବାଧିକ ପରାଗ ରାତି ୧୧ ଟା ୪୭ ମିନିଟ ସମୟରେ ଦେଖାଯିବ।

author

Related Articles

Leave a Reply

Your email address will not be published. Required fields are marked *