ଆଜି ସାମ୍ନାକୁ ଆସିବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ !

ଆଜି ସାମ୍ନାକୁ ଆସିବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ !

ଆଜି ଘୋଷଣା ହୋଇପାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନେଇ ବିଜେଡି ନେତା ଟ୍ୱିଟ କରି ସୂଚନା ଦେଇଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସସ୍ମିତ ପାତ୍ର ଏହି ସୂଚନା ଦେଇଛନ୍ତି । ପ୍ରଣବ ଦାସ ଲେଖିଛନ୍ତି ଯେ, ବିଜେପି ବିଜେଡିର ଦାବି ମାନି ନେଇଥିବା ଜାଣି ଖୁସି ଲାଗିଲା । ଆଜି ଏକ ମିଳିତ ସମ୍ମିଳନୀରେ ଓଡିଶା ବିଜେପିର ବରିଷ୍ଠ ନେତା ଏକାଠି ହୋଇ ୨୦୨୪ ନିର୍ବାଚନ ପାଇଁ ସେମାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *