ଆଜି ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ

ଆଜି ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ

ଆଜି ଓଡିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ । ସଭାପତି, ସମ୍ପାଦକ ସହ ୧୫ଟି ପଦବୀ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଏହି ଭୋଟିଂ ଅପରାହ୍ଣ ୩ ଟା ଯାଏଁ ଗ୍ରହଣ କରାଯିବ । ଏବଂ ସନ୍ଧ୍ୟା ୫ଟାରୁ ଭୋଟ ଗଣିତ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ୧୫ଟି ପଦବୀ ପାଇଁ ନିର୍ବାଚନ ହେଉଥିବା ବେଳେ ୪୬ ପ୍ରତିଦ୍ୱନ୍ଦି ପ୍ରତିଯୋଗୀତା କରୁଛନ୍ତି । ସଭାପତି ଓ ସମ୍ପାଦକ ପଦବୀ ପାଇଁ ୪ ଜଣ ଲେଖାଏଁ ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା ଏହି ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *