ଆଜି ହେଉଛି ବିଶ୍ୱ ରୋଜ୍ ଦିବସ

ଆଜି ହେଉଛି ବିଶ୍ୱ ରୋଜ୍ ଦିବସ

ଆଜି ହେଉଛି ବିଶ୍ୱ ରୋଜ୍ ଦିବସ । କର୍କଟ ରୋଗୀଙ୍କ ନିମନ୍ତେ ଏହି ଦିବସଟି ପାଳନ କରାଯାଏ । କର୍କଟ ବିରୁଦ୍ଧରେ ଲଢେଇ କରି କିପରି ବିଜୟୀ ହୋଇପାରିବେ ଏହି ଦିବସର ମୂଳ ଲକ୍ଷ୍ୟ । କାନାଡାର 12 ବର୍ଷୀୟା ମେଲିଣ୍ଡା ରୋଜଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଏ । ଯିଏ ରକ୍ତ କର୍କଟ ଭଳି ମାରାତ୍ମକ ରୋଗରେ ପୀଡିତ ହୋଇ ମଧ୍ୟ ବଞ୍ଚିବାର ଆଶା ଛାଡିନଥିଲେ । 1994 ମସିହାରେ ଆକ୍ସିନସ ଟ୍ୟୁମର ନାମକ ଏକ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେ ମାତ୍ର ଦୁଇ ସପ୍ତାହ ବଞ୍ଚିବେ ବୋଲି ଡାକ୍ତର ତାଙ୍କୁ କହିଥିଲେ ହେଲେ ବି ସେ ତାଙ୍କ ମନୋବଳ ଭାଙ୍ଗି ନଥିଲେ । ନିଜର ମନୋବଳ କୁ ଦୃଢ କରି 1996 ସେପ୍ଟେମ୍ଭର 22 ଯାଏଁ ବଞ୍ଚିପାରିଥିଲେ । ସବୁପରି ଏକ ସକରାତ୍ମକ ଚିନ୍ତାଧାରା କର୍କଟ ଆକ୍ରାନ୍ତମାନଙ୍କୁ ମୁକ୍ତି ଦେଇଥାଏ । ଯଦିଓ ଏହା ଏକ ଭୟଙ୍କର ରୋଗ,ତଥାପି ଅନେକ ପ୍ରକାର କର୍କଟ ରୋଗର ଚିକିତ୍ସା ସମ୍ଭବ ।

author

Related Articles

Leave a Reply

Your email address will not be published. Required fields are marked *