ଆଜି 11ଟା 45ରେ ଶପଥ ନେବେ ନୂଆ ରାଜ୍ୟପାଳ

ଆଜି 11ଟା 45ରେ ଶପଥ ନେବେ ନୂଆ ରାଜ୍ୟପାଳ

ଆଜି ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିବେ ରଘୁବର ଦାସ । 26 ଥର ପାଇଁ ରାଜ୍ୟକୁ ମିଳିବ ନୂଆ ରାଜ୍ୟପାଳ । ଶପଥ ଗ୍ରହଣ ପୂର୍ବରୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ରଘୁବର ଦାସ । ଏହା ପୂର୍ବରୁ ସେ ଗତକାଲି ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ରାଜଭବନରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳ ରଘୁବର ଦାସଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଆଜି ଦିନ 11ଟା 45ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

author

Related Articles

Leave a Reply

Your email address will not be published. Required fields are marked *